ଅପରାଧ ରାଜ୍ୟ

ବଢିବ ଅଡୁଆ, ଇଡିରେ ହାଜର ହୋଇପାରନ୍ତି ନାଗ ଦମ୍ପତ୍ତି

ଭୁବନେଶ୍ୱର ୩୦।୧୧ : ବଢିବ ଅଡୁଆ । ଆଜି ଇଡିରେ ହାଜର ହୋଇପାରନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ । କୋର୍ଟରେ ହଜାର ପରେ ଉଭୟଙ୍କୁ ରିମାଣ୍ଡରେ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଡି । ତେବେ ବର୍ତ୍ତମାନ ସୁଦ୍ଧା ଖଗେଶ୍ବର, ଶ୍ରଦ୍ଧାଞ୍ଜଳି,ଅକ୍ଷୟ ପରିଜା, ଚନ୍ଦନ ଏବଂ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି ।

ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାସାମ୍ରାଜ୍ୟରେ ବ୍ୟବହୃତ କଳା ଟଙ୍କାର ଖିଅ ଖୋଜୁଛି ଇଡି । ଧୀରେ ଧୀରେ ଏହାସହିତ ଜଡିତ ସମସ୍ତ ଲୋକଙ୍କୁ ଡାକି ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ଦିନ ତଳେ ଖଗେଶ୍ୱର, ଶ୍ରଦ୍ଧାଞ୍ଜଳୀ, ଫିଲ୍ମ ପ୍ରଯୋଜ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଏବଂ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଏହିକ୍ରମରେ ଆଗକୁ ଅଧିକ ତଥ୍ୟ ପାଇଁ ନାଗ ଦମ୍ପତ୍ତିଙ୍କୁ ଜେରା କରିପାରେ ଇଡି । କୋର୍ଟରେ ହଜାର ପରେ ଉଭୟଙ୍କୁ ରିମାଣ୍ଡରେ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଡି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।