ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇପିଏଫଓ ଉପରେ କେନ୍ଦ୍ର ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କ ହେବ ଅଧିକ ସଞ୍ଚୟ

ନୂଆଦିଲ୍ଲୀ, ୨୪/୧୧: ଇପିଏଫଓ ଉପରେ ନେଇପାରନ୍ତି ବଡ଼ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଖୁବଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ର ରିଟାୟାରମେଣ୍ଟ ସେଭିଙ୍ଗ ସ୍କିମ୍ ପାଇଁ ବେତନ ସୀମାରେ ପରିବର୍ତ୍ତନ କରିପାରନ୍ତି। ଏହାଦ୍ବାରା କର୍ମଚାରୀ ଏବଂ କମ୍ପାନୀ ଉଭୟଙ୍କ ଯୋଗଦାନରେ ବୃଦ୍ଧି ହେବ। ଯାହଦ୍ବାରା କର୍ମଚାରୀ ଅବସର ପାଇଁ ଅଧିକ ସଞ୍ଚୟ କରିବାରେ ସହଯୋଗ ହେବ। ଏହି ବୃଦ୍ଧିରେ ଇପିଏଫଓ ସାମାଜିକ ସୁରକ୍ଷା କଭର ଅନୁଯାୟୀ ଅଧିକ କର୍ମଚାରୀ ସାମିଲ ହୋଇପାରିବେ।

ବର୍ତ୍ତମାନ ସମୟରେ ଇପିଏଫ ଯୋଜନା ପାଇଁ ବେତନ ସୀମା ୧୫ ହଜାର ଟଙ୍କା ପ୍ରତିମାସ ରହିଛି। ଯାହାକୁ ୨୦୧୪ ରେ ଶେଷଥର ପାଇଁ ୬,୫୦୦ ଟଙ୍କା ପ୍ରତିମାସରେ ପରିବର୍ତ୍ତନ କରାଯାଇଥିଲା। ଏହି ଯୋଜନା କେବଳ ସେହି ଉଦ୍ୟୋଗ ପାଇଁ ଲାଗୁ ହେବ ଯେଉଁଥିରେ ୨୦ ରୁ ଅଧିକ କର୍ମଚାରୀ ରହିଛନ୍ତି। ଏହା ଶ୍ରମ ମନ୍ତ୍ରାଳୟ ଦ୍ବାରା ସଞ୍ଚାଳିତ ସରକାରଙ୍କ ଦୁଇ ସାମଜିକ ସୁରକ୍ଷା ଯୋଜନା ମଧ୍ୟରେ ସମାନତା ଆଣିବ ଏବଂ ପ୍ରତିଷ୍ଠାନଙ୍କ ଉପରେ ଅନୁପାଳନ ବୋଝ କମ୍ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ