ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିଯାତ୍ରାରେ ଟାଟା ପାଓ୍ୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା, ବିଦ୍ୟୁତ ସେବା ବ୍ୟାହତ ପାଇଁ ହୋଇଛି ବିକଳ୍ପ ବ୍ୟବସ୍ଥା

କଟକ ୧୬।୧୧ : କଟକ ଵାଲିଯାତ୍ରାକୁ ସଫଳ କରିବାରେ ଟାଟା ପାଓ୍ବାରର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ପୂର୍ଣ୍ଣ ଵାଲିଯାତ୍ରା ପଡିଆରେ କିଭଳି ଅଵିରତ ଵିଦ୍ୟୁତ ସରଵରାହ ରହିପାରିବ । ସେଥିପାଇଁ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡିଶା ଡିଭିଜନ ଵ୍ୟାପକ ଵ୍ୟଵସ୍ଥା କରିଛି।

କୌଣସି ମୁହୁର୍ତ୍ତରେ ଵାଲିଯାତ୍ରା ପଡିଆରେ ଵିଦ୍ୟୁତ ସରଵରାହ ଵ୍ୟାହତ ହେଲେ, ଗୋଟିଏ ସେକେଣ୍ଡ ଭିତରେ ଵିଦ୍ୟୁତ ସରଵରାହ ସ୍ବାଭାବିକ କରିବା ପାଇଁ ଵିକଳ୍ପ ଜେନେରେଟର ଵ୍ୟଵସ୍ଥା କରାଯାଇଛି। ଚଳିତ ଵର୍ଷ ପ୍ରଥମ ଥର ପାଇଁ ସଵୁ ଷ୍ଟଲରେ ମିଟର ଲଗାଯାଇ ଵିଦ୍ୟୁତ ଵିଲ୍ ଉପଭୋକ୍ତାଙ୍କ ଵିଦ୍ୟୁତ ଵ୍ୟଵହାର ଅନୁସାରେ ସଂଗ୍ରହ କରାଯାଉଛି। ଏହା ଫଳରେ ଵିଦ୍ୟୁତ ଵ୍ୟଵହାର ଵହୁ ପରିମାଣରେ କମିଛି ଏବଂ ଵିଦ୍ୟୁତ ଅପଚୟ କମିଵା ସହ ସଂରକ୍ଷଣ ବଢିଛି ଵୋଲି ଟାଟା ପାଓ୍ବାର ପକ୍ଷରୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।