ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ: ଗ୍ରେଡ୍, ବେସିକ୍ ପେ ବଢ଼ାଇବାକୁ ଦାବି

କଟକ୨/୧୨: କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ। ଗ୍ରେଡ୍ ପେ ଓ ବେସିକ୍ ପେ ବଢ଼ାଇବା ଦାବିରେ ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ସହ ପଦୋନ୍ନତି ବେଳେ ଠିକା ନିଯୁକ୍ତି ସମୟକୁ କାର୍ଯ୍ୟକାଳ ସମୟ ଭାବେ ବିଚାର କରିବା ପାଇଁ ଦାବି ରଖିଛନ୍ତି। ଶିଶୁ ଭବନର ୧୮୭ ଜଣ ନର୍ସ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ତେବେ ନର୍ସମାନଙ୍କ ଆନ୍ଦୋଳନ ଯୋଗୁଁ ସେବା କାର୍ଯ୍ୟ ବାଧାପ୍ରାପ୍ତ ହୋଇ ନାହିଁ। ଠିକ ଭାବେ ସେବା କାର୍ଯ୍ୟ ଜାରି ରହିଛି। କରୋନା କାଳରେ ଦିନ-ରାତି ପରିଶ୍ରମ କରି ସେବା କରିଛନ୍ତି। ବରିଷ୍ଠ ଅଧିକାରୀମାନେ ତୁରନ୍ତ ସେମାନଙ୍କ ଦାବି ପୂରଣ କରନ୍ତୁ ବୋଲି ନର୍ସମାନେ ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ