ଧର୍ମ

୭୨ ଘଣ୍ଟାରେ ହେବାକୁ ଯାଉଛି ରାଜଯୋଗ, ଧନୀ ହେବେ ଏହି ୫ଟି ରାଶିର ବ୍ୟକ୍ତି

ଶନି ଦେବତାଙ୍କୁ ନ୍ୟାୟ ଏବଂ କର୍ମ ଫଳ ପ୍ରଦାନକର୍ତ୍ତା ବୋଲି କୁହାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବତା ଅସନ୍ତୁଷ୍ଟ ହେଲେ ଏହା ଯେକୌଣସି ବ୍ୟକ୍ତିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ସେହିଭଳି ଶନି ଦେବତା ସନ୍ତୁଷ୍ଟ ହେଲେ ନହେଉଥିବା କାମ ମଧ୍ୟ ଅତି ସହଜରେ ହୋଇଯାଇଥାଏ । ଶନି ଦେବତାଙ୍କ କୃପା ନହେଲେ କୌଣସି କାମ ସଫଳ ହୋଇନଥାଏ । ବିବାହ, ସନ୍ତାନ ଏବଂ ଧନ ପ୍ରାପ୍ତି ମଧ୍ୟ ହୋଇନଥାଏ । ଶନି ଦେବତାଙ୍କ କୃପା ଯେଉଁ ବ୍ୟକ୍ତିଙ୍କ ଉପରେ ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ କୌଣସି ବାଧାବିଘ୍ନ ଆସିନଥାଏ ।
ଶନି ଦେବତାଙ୍କୁ ପ୍ରସନ୍ନ କରିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଥିବା ସମସ୍ତ ଦଃଖ କଷ୍ଟ ଲାଘବ ହୋଇଥାଏ । କୁହାଯାଏ ଯେ, ଯଦି ଗ୍ରହମାନଙ୍କରେ କୌଣସି ପ୍ରକାରର କିଛି ବି ପରିବର୍ତ୍ତନ ହୋଇଥାଏ ତେବେ ତାର ସିଧାସଳଖ ପ୍ରଭାବ ରାଶି ଉପରେ ପଡିଥାଏ । ଯଦି କୌଣସି କାରଣରୁ ଜାତକରେ ଶନି ଦେବତା ରହିଥାନ୍ତି ତେବେ ସେହି ଜାତକର ବ୍ୟକ୍ତିଙ୍କ ଜୀବନରେ ଦୁଃଖ ବି ଆସିଥାଏ ଆଉ ସୁଖ ମଧ୍ୟ ଆସିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ବହୁତ ବଡ ରାଜଯୋଗ ହେବାକୁ ଯାଉଛି । ଯାହା ଫଳରେ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ । ଏହି ରାଜଯୋଗରୁ ୫ଟି ରାଶିର ବ୍ୟକ୍ତିଙ୍କୁ ସବୁଠୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବ । କାର୍ଯ୍ୟାଳୟରେ ସହକର୍ମୀଙ୍କ ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ ମିଳିବ । ଏହି ରାଶିର ମହିଳାମାନେ ଘର ପରିବାର ପାଇଁ ଜାରୁରୀ ଜିନିଷମାନ କିଣି ଆଣିବେ । ଧନ ଲାଭର ଯୋଗ ରହିଛି । ଧାର ଦେଇଥିବା ଟଙ୍କା ମଧ୍ୟ ଆପଣ ଫେରସ୍ତ ପାଇପାରିବେ ।
ନୂଆ ନିବେଶ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ହେବ । ବୈବାହିକ ଜୀବନ ସୁଖମୟ ରହିବ । ଏହି ରାଶିର ବ୍ୟକ୍ତି ନିଜ ଜୀବନସାଥୀ ଏବଂ ପିଲାଛୁଆମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ଲାଭ ବଢିବ । ମାତ୍ର ଅତ୍ୟଧିକ ଖର୍ଚ୍ଚରୁ ନିବୃତ୍ତ ରହିବା ଉଚିତ୍ । ତେବେ ଏହି ୫ଟି ରାଶି ହେଉଛି ବୃଷ, ତୁଳା, କୁମ୍ଭ, ମକର ଏବଂ ଧନୁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ