ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କ୍ୟାନସର ଯୁଦ୍ଧରେ ହାରି ଗଲେ ଦକ୍ଷିଣ ଭାରତୀୟ ଅଭିନେତା ଥବାସୀ : ରଜନୀକାନ୍ତଙ୍କ ସହ କରିଥିଲେ କାମ

ନୂଆଦିଲ୍ଲୀ ୨୪/୧୧: ଦକ୍ଷିଣ ଭାରତୀୟ ଅଭିନେତା ଥବାସୀଙ୍କ ନଭେମ୍ବର ୨୩ତାରିଖରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଥବାସୀଙ୍କୁ ମଦୁରାଇର ସରାବଣ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିଲା। ସୋମବାର ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥବାସୀଙ୍କ ପରଲୋକରେ ଶୋକର ଲହରୀ ଖେଳି ଯାଇଛି।


ଗତ ସପ୍ତାହରେ ଥବାସୀଙ୍କ ଏକ ଇମୋସନାଲ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏଥିରେ ସେ ନିଜ ଦୁଃଖ ସେୟାର କରିଥିଲେ। ଭିଡିଓରେ ସେ ହାତ ଯୋଡ଼ି ସାହାଯ୍ୟ କରିଥିଲେ।

ଥବାସୀଙ୍କ ଏପରି ଅବସ୍ଥା ଦେଖି ଅନେକ ଷ୍ଟାର୍ ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଅଭିନେତା-ଫିଲ୍ମ ନିର୍ମାତା ଶିବକାର୍ତ୍ତିକେୟନ,ବିଜୟ ସେତୁପତି,ରୋବୋ ଶଙ୍କର ତାଙ୍କୁ ସାହାଯ୍ୟ କରିଥିଲେ। ବିଜୟ ସେତୁପତି ତାଙ୍କୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ