ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଓଟ ପାଇଁ ପୋଷାକ

ସ୍ବତନ୍ତ୍ର ପୋଷାକ ଦ୍ବାରା ଖେଳାଳିଙ୍କ ଦକ୍ଷତା ବଢ଼ୁଥିବା ବିଶ୍ବାସ କରାଯାଏ। ପଶୁଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ୍ୟ। ଓଟ ଏବଂ ଘୋଡ଼ାଙ୍କ ଦକ୍ଷତା ବଢ଼ାଇବା ନିମନ୍ତେ ସ୍ବତନ୍ତ୍ର ପୋଷାକ ତିଆରିକରୁଛି ଅରବୀ କ˚ପାନି- ‘ଅଲ୍‌ ସିବ୍‌ଲା’। ଲାଇକ୍ରା ବ୍ୟବହାର କରି ଏହି ପୋଷାକ ସିଲେଇ କରାଯାଉଛି। ଲାଇକ୍ରା ହାଲୁକା, କୋମଳ ଓ ବହଳିଆ; ଏହା ବେଶ୍‌ ଆରାମଦାୟକ। ଓଟଙ୍କୁ ସ୍ବତନ୍ତ୍ର ଭାବେ ଲାଇକ୍ରା ତିଆରି ଚିପା ପୋଷାକ ପିନ୍ଧାଇଲେ, ସେମାନଙ୍କ ମା˚ସପେଶୀକୁ ରକ୍ତ ଓ ଅମ୍ଳଜାନ ପ୍ରବାହ ବଢ଼ିବ। ଲାକ୍‌ଟିକ୍‌ ଅମ୍ଳ ସୃଷ୍ଟି କମିବ; ଫଳରେ ଦୌଡ଼ିବା ବେଳେ ସେମାନଙ୍କର ପେଶୀରେ ସମସ୍ୟା ହେବନାହିଁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ