ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏହି ଦେଶର ରାଜଧାନୀରେ ଔଷଧ ବିକନ୍ତି ଫେରିବାଲା!

ନୂଆଦିଲ୍ଲୀ: ହାଇତିର ରାଜଧାନୀ ପୋର୍ଟ‌୍‌-ଅଫ୍‌-ପ୍ରିନ୍‌ସଠାରେ ଫେରିବାଲା ବା ବୁଲା ବିକାଳିମାନେ ରାସ୍ତାରେ ବୁଲିବୁଲି ଔଷଧ ବିକନ୍ତି। ସେମାନେ ଡିଗ୍ରିଧାରୀ ଫାର୍ମାସିଷ୍ଟ୍ ହୋଇ ନ ଥିବା ସତ୍ତ୍ବେ ସେଠାରେ ଏ ପ୍ରକାର ଅବୈଧ କାରବାର ଅବାଧରେ ଚାଲିଛି। ବାଧା ଦେବାକୁ କେହି ନାହାନ୍ତି। ଔଷଧ ସ˚ପର୍କରେ କୌଣସି ଜ୍ଞାନ ନ ଥାଇ ସେମାନେ ବିକୁଛନ୍ତି। ରୋଗୀ କିଣୁଛନ୍ତି।

Anel Etienne, 49 years is wearing peace, widowed father of three, is 21 years in the illicit trade in drugs through the streets of Port-au -Prince. With its share of drug exposure to the sun from which he sells without constraint, because self medication is a very common system in Haiti.
(Anne Myriam Bolivar, GPJ Haiti)

ସେଠାରେ ଏପରିକି ବ୍ରଣ ଭଲ କରିବା ପାଇଁ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ସ ଦିଆଯାଏ। ଲୋକେ, ବିକାଳି ସହ ପରାମର୍ଶ କରି ଔଷଧ କିଣନ୍ତି। ବିକ୍ରି ହେଉଥିବା ଅଧିକା˚ଶ ଔଷଧ ନିମ୍ନ ମାନର। ସେଗୁଡ଼ିକ ଆସୁଛି ଚାଇନାରୁ। ଅବଧି ଗଡ଼ିଯାଇଥିବା ଔଷଧ ମଧ୍ୟ ବିକ୍ରି ହେଉଛି। ଏହାକୁ ନେଇ ବେଳେ ବେଳେ ଅଘଟନ ଘଟୁଥିଲେ ହେଁ କେହି ଚିନ୍ତିତ ନାହାନ୍ତି। ଏଥି ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଦାୟୀ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ