କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ

ଗୋଡ଼ମୁଦି ପିନ୍ଧିବାବେଳେ ଭୁଲରେ ବି କରନ୍ତୁ ନାହିଁ ଏସବୁ ଭୁଲ୍ : ନଚେତ୍ ଆପଣଙ୍କ ସ୍ବାମୀଙ୍କୁ ଭୋଗିବାକୁ ପଡ଼ିବ ଭୟଙ୍କର ସମସ୍ୟା

ବିବାହିତା ମହିଳା ୧୬ପ୍ରକାରର ଶୃଙ୍ଗାର କରିଥାନ୍ତି ଏବଂ ଏହି ୧୬ଟି ଶୃଙ୍ଗାରରେ ପାଦର ପାଉଁଜି ମଧ୍ୟ ସାମିଲ ହୋଇଥାଏ। ପାଦର ପାଉଁଜିକୁ ମହିଳାଙ୍କ ଶେଷ ଶୃଙ୍ଗାର କୁହାଯାଇଥାଏ। ସମସ୍ତଙ୍କୁ ସୁନା କିମ୍ବା ଚାନ୍ଦିର ଗହଣା ପିନ୍ଧିବା ପସନ୍ଦ ହୋଇଥାଏ। କିନ୍ତୁ କିଛି ଗହଣା ଏପରି ହୋଇଥାଏ ଯାହା ସୁନା ପିନ୍ଧା ଯାଇ ନଥାଏ ବରଂ ତାହା କେବଳ ଚାନ୍ଦିର ପିନ୍ଧି ପାରିବେ।

ଶାସ୍ତ୍ର ଅନୁଯାୟୀ ସୁନା ହଜିଯିବା କିମ୍ବା ମିଳିବା ଦୁଇଟିଯାକ ଅଶୁଭ ହୋଇଥାଏ ଏବଂ ଯଦି ରାସ୍ତା​‌ରେ କେଉଁଠାରେ ମଧ୍ୟ ଆପଣଙ୍କୁ ସୁନାର କୌଣସି ବସ୍ତୁ କିମ୍ବା ଗହଣା ମିଳେ ତେବେ ଏହା ଆପଣଙ୍କ ଏବଂ ଆପଣଙ୍କ ସ୍ବାମୀ ଉପରେ କୁପ୍ରଭାବ ପକାଇଥାଏ। ସୁନାକୁ ଗୁରୁ ଗ୍ରହ ସହ ଯୋଡ଼ା ଯାଇଥାଏ ଏହି କାରଣରୁ ସୁନା ହଜିବା କିମ୍ବା ପାଇବା ଗୁରୁ ଗ୍ରହର ପ୍ରଭାବକୁ କମ୍-ବେଶୀ କରିଥାଏ। ଗହଣା ଅଧିକାଂଶ ମହିଳାଙ୍କୁ ପସନ୍ଦ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଗହଣା ବିଷୟରେ କହିବା ଯାହା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏପରି ବିଶ୍ବାସ ରହିଛି ଯେ ପ୍ରତ୍ୟେକ ବିବାହିତା ମହିଳାଙ୍କୁ ଗୋଡ଼ ମୁଦି ପିନ୍ଧିବା ଉଚିତ୍। କିନ୍ତୁ ଏହା ପଛର ରହସ୍ୟ ବିଷୟରେ ଆପଣ ବୋଧ ହୁଏ ଜାଣି ନଥିବେ। ମହିଳାମାନେ ନିଜ ଗୋଡ଼ ଆଙ୍ଗୁଳିରେ ମୁଦି ପିନ୍ଧିଥାନ୍ତି ଏବଂ ଏହାକୁ ମହିଳାଙ୍କ ଶୃଙ୍ଗାରର ଶେଷ ଗହଣା କୁହାଯାଇଥାଏ। ମହିଳାଙ୍କ ସମସ୍ତ ଶୃଙ୍ଗାରର ମଥାମଣି ଏବଂ ଗୋଡ଼ମୁଦି ମଧ୍ୟରେ ହୋଇଥାଏ କାରଣ ଲୋକେ ମଥାମଣିଠୁ ଗହଣା ପିନ୍ଧିବା ଆରମ୍ଭ କରିଥାନ୍ତି ଏବଂ ଗୋଡ଼ମୁଦିରେ ସମାପ୍ତ କରିଥାନ୍ତି।

ବାସ୍ତବରେ ସୁନାର ଗୋଡ଼ ମୁଦି ପିନ୍ଧିବା ଅଶୁଭ ହୋଇଥାଏ ଏବଂ ବିଜ୍ଞାନ ଅନୁସାରେ ଚାନ୍ଦିର ଗୋଡ଼ମୁଦି ପିନ୍ଧିବା ଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। କୌଣସି ବିବାହିତା ମହିଳା ନିଜ ଗୋଡ଼ମୁଦି ହଜାଇବା ଅନୁଚିତ୍ । ମହିଳାମାନେ ନିଜ ଗୋଡ଼ମୁଦି ବାହାର କରି ଆଉ କାହାକୁ ଦେବା ଅନୁଚିତ୍ କାରଣ ଏପରି କରିବା ଦ୍ବାରା ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ।

ଏହା ବ୍ୟତୀତ ସେମାନେ କରଜରେ ବୁଡ଼ି ଯାଇଥାନ୍ତି ଏବଂ ଏହି କାରଣରୁ ମାନସିକ ସମସ୍ୟା ମଧ୍ୟ ହୋଇଥାଏ। ଆପଣଙ୍କ ସ୍ବାମୀଙ୍କ ଜୀବନରେ ଆସୁଥିବା ଧନର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ। ବେଦରେ କୁହାଯାଇଛି ଯେ ମହିଳାଙ୍କୁ ଏପରି ପାଉଁଜି କିମ୍ବା ଗୋଡ଼ ମୁଦି ପିନ୍ଧିବା ଉଚିତ୍ ଯେଉଁଥିରୁ ହାଲୁକା ଶବ୍ଦ ହେଉଥିବ ଯାହା ଦ୍ବାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ