ଅପରାଧ ରାଜ୍ୟ

ମାତିଲେ ଦୁର୍ବୃତ୍ତ, ଗାଁରେ ସିରିଜ ଚୋରି: ଏକା ସମୟରେ ୬ଟି ପରିବାରର ଦୁଆର ତାଡି ଲୁଟ୍

ସୋରୋ ୨୮/୧୦: ଗୋଟିଏ ଗ୍ରାମରେ ସିରିଜ ଚୋରି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ରୁଢ଼ିଙ୍ଗିଆ ଗ୍ରାମର ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ୬ ଟି ପରିବାର ଘରେ ୧୫ରୁ ଅଧିକ ଚୋର ଘରର ଦୁଆର ତାଡି ଚୋରି କରିନେଇଥିବା ନେଇ ଅଭିଯୋଗ ।

ଗ୍ରାମର ଗତକାଲି ବିଳମ୍ବିତ ରାତିରେ ରାଜୁ ନାୟକ, ବାସନ୍ତି ବରାଳ, କୈଳାସ ବରାଳ, ପ୍ରଫୁଲ୍ଲ ଘଡେଇ, ଶିବ ଘଡେଇ, ମହିନ୍ଦ୍ର ବରାଳଙ୍କର ଘରେ ଚୋରି ହୋଇଥିବା ନେଇ ଦେଖିବାକୁ ମିଳିଛି । ଗୋଟିଏ ରାତିରେ ଏକା ସମୟରେ ଏଭଳି ଚୋରି ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଖଇରା ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ କୋୖଣସି ସନ୍ଧାନ ମିଳିନଥିବା ନେଇ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।