ଅପରାଧ ରାଜ୍ୟ

ମଧ୍ୟରାତ୍ରିରେ ସହରରେ ଫୁଟିଲା ଗୁଳି, ଗୁରୁତର ଯୁବକ କଟକ ଏସସିବି ସ୍ଥାନାନ୍ତର

ବାଲେଶ୍ଵର: ବାଲେଶ୍ଵର ସହରେ ବିଳମ୍ବିତ ରାତିର ଫୁଟିଛି ଗୁଳି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଗୁରୁତର ଯୁବକ ହେଲେ କମଲ କୁମାର ଦାସ। ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର । ଗତ ରାତ୍ରିରେ ଅଭିଯୁକ୍ତକୁ ୩ଟା୩୦ରେ ଗିରଫ କରି ପୋଲିସ ତନାଘନା ଚଳାଇଛି। ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।