ଅପରାଧ ରାଜ୍ୟ

ଜଗତପୁର ପୋଲିସକୁ ସଫଳତା, ବେଆଇନ ବାଣ ଜବତ ଓ ୬ ଅଟକ

ସାଲେପୁର ୧୯/୧୦: ବେଆଇନ ବାଣ ଜବତ । କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ବ୍ଲକ ପଦ୍ମପୁର, ତ୍ରିଲୋଚନପୁର,ମୁତାରିଫା, ଚପଂତ୍ତି ଅଞ୍ଚଳରୁ ବେଆଇନ ବାଣ ଜବତ କରିଛି ଜଗତପୁର ପୋଲିସ ।

ଏହି ଅଞ୍ଚଳରୁ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ସହ ୬ ଜଣଙ୍କୁ ଜଗତପୁର ପୋଲିସ ଅଟକ କରିଥିବା ଜଣାପଡିଛି । ଆଗକୁ ଦୀପାବଳି ଆସୁଥିବାରୁ ପୋଲିସ ଏବେଠାରୁ ଏହି ଅଂଚଳରେ ବେଆଇନ ବାଣ ଜବତ କରିବା ସହ ବାଣ ବେପାରୀଙ୍କୁ ମଧ୍ୟ ଗିରଫ କରି ବେଆଇନ ବାଣ କାରବାର ଉପରେ ରୋକ ଲଗାଇବା ଚଢ଼ାଉ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।