ଅପରାଧ ରାଜ୍ୟ

ରେଳଷ୍ଟେସନ କାମରେ ଚୋରା ମୋରମ ଚାଲାଣ ଘଟଣା, ପୁଣି ଆସିଲା ଆଉ ଏକ ବେଆଇନ କାମ

ନୀଳଗିରି ୧୭।୧୦ : ରେଳଷ୍ଟେସନ ନିର୍ମାଣରେ ଚାଲିଥିଲା ବେଆଇନ୍‌ କାମ୍‌ । ଶନିବାର ଦିନ ଘଟଣା ସଂପର୍କରେ ଖବର ପାଇବା ପରେ ଆକ୍ସନ ନେଇଛି ରାଜସ୍ୱ ବିଭାଗ । ଚୋରା ଚାଲାଣ କରୁଥିବା ଗାଡିକୁ ଜବତ କରିବା ସହ ୮୦ ହଜାର ଟଙ୍କାର ଫାଇନ୍‌ ମଧ୍ୟ ଆଦାୟ ହୋଇଛି ।

ତେବେ ଗୋଟିଏ ଘଟଣା ଥମିବାକୁ ଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳ ଷ୍ଟେସନ ନିର୍ମାଣ ଚାଲିଛି । ଏଠାରୁ ବେଆଇନ୍ ଭାବେ ମୋରମ୍‌ ଚାଲାଣ ଚାଲିଥିଲା । ଯାହାକୁ ନେଇ ଆକ୍ସନ ମଧ୍ୟ ନେଇଛି ରାଜସ୍ୱ ବିଭାଗ । ଆଉ ଏବେ ଯେଉଁ ସବୁ ଗାଡି ନିର୍ମାଣ କାର୍ଯ୍ୟ ଲାଗିଥିଲା । ସେହି ସବୁ ଗାଡିରେ ଇନ୍‌ସୁରାନ୍ସ, ପରମିଟ୍‌ ଓ ପଲ୍ୟୁସନର କାଗଜପତ୍ର ନାହିଁ । ତେବେ ଯଦି ଅଘଟଣ ଘଟେ । ତେବେ ଏଥିପାଇଁ କିଏ ଦାୟୀ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।