ଅପରାଧ ରାଜ୍ୟ

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୪ ଲକ୍ଷରୁ ଅଧିକ ଟଙ୍କା ଜବତ

ବ୍ରହ୍ମପୁର ୦୩/୧୦: ପାର୍ବଣରେ ପୋଲିସକୁ ସଫଳତା । ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଖାରବେଳ ନଗର ଜୁଆ ଆଡ୍ଡା ଉପରେ ଚଢାଉ ପୋଲିସର ଚଢାଉ । ତେବେ ଏହି ଚଢାଉରେ ୧୦ ଜୁଆଡି ଗିରଫ ହୋଇଛନ୍ତି । ୪ ଲକ୍ଷ ୨୫ ହଜାର ୨୭୦ ଟଙ୍କା ଜବତ କରିଛି ପୋଲିସ । ଏହାସହ ୧୧ ଟି ମୋବାଇଲ୍ ଓ ୩ ଟି ମୋଟରସାଇକେଲ ମଧ୍ୟ ଜବତ କରିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ ପି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।