ଦେଶ ବିଦେଶ ମନୋରଞ୍ଜନ

ବେବି ସାୱରର ମଜା ଉଠାଇଲେ ବିପାଶା, ପିଙ୍କ୍ ଗାଉନ୍‌ରେ ଆସିଲେ ନଜର

ମୁମ୍ଵାଇ ୨୪।୦୯: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ତାଙ୍କର ପ୍ରଥମ ଗର୍ଭଧାରଣ ପର୍ଯ୍ୟାୟକୁ ବହୁତ ଉପଭୋଗ କରୁଛନ୍ତି। ନିକଟରେ ବିପାଶା ବସୁ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ବେବି ସାୱାର କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ବିପାଶା ବସୁ ତାଙ୍କ ବେବି ସାୱାର ସମାରୋହରେ ସୁନ୍ଦର ଦେଖାଯାଉଥିଲେ ଏବଂ ତାଙ୍କ ଫଟୋ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଯେ ଏହି ସମୟରେ ବିପାଶା ଏକ ଡଲ ପରି ଦେଖାଯାଉଛନ୍ତି । ବିପାଶା ବସୁ କିଛି ସମୟ ପୂର୍ବରୁ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଥିଲେ। ସେବେଠାରୁ ଅଭିନେତ୍ରୀ ଆଲୋଚନା ରହିଛନ୍ତି।

ବିବାହର ୬ବର୍ଷ ପରେ ବିପାଶା ଏବଂ କରଣ ପିତାମାତା ହେବାକୁ ଯାଉଛନ୍ତି। ଏଥିପାଇଁ ନିକଟରେ ବିପାଶା ଏବଂ କରଣ ମୁମ୍ବାଇରେ ଏକ ବେବି ସାୱାର ପାର୍ଟି ରଖିଥିଲେ। ଯେଉଁଠାରେ ଫିଲ୍ମ ଷ୍ଟାର ନଜର ଆସିଥିଲେ ଏବଂ କେକ୍ କାଟି ଥିଲେ । ଅଭିନେତ୍ରୀ ବିପାଶା ତାଙ୍କର ଏହି ପାର୍ଟି ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଯାହାର ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ