ଅପରାଧ ରାଜ୍ୟ

ନକଲି ମେଡିସିନର ପେଣ୍ଠସ୍ଥଳୀ ପାଲଟିଛି କଟକ, ୩ ଲକ୍ଷର ଭେଜାଲ୍ ଔଷଧ ଜବତ

କଟକ ୧୯/୦୯: ସିଲଭର ସିଟିରେ ବେଧଡକ ଚାଲିଛି ନକଲି କାରବାର । ପୁଣି କଟକରୁ ଜବତ ହୋଇଛି ତିନି ଲକ୍ଷ ଟଙ୍କାର ନକଲି ମେଡିସିନ । ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ମେଡିସିନ ଜବତ କରିଛି ପୁରୀଘାଟ ଥାନା ପୋଲିସ ।

ଭି.ଆର୍ ଡ୍ରଗ ଏଜେନ୍ସି ଏହି ନକଲି ମେଡିସିନ କୋଲକାତାରୁ ମଗାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଭି ଆର୍ ଡ୍ରଗ୍ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ବି ଗିରଫ ହୋଇଛନ୍ତି । ସୂଚନା ଥାଉକି ଗତ କିଛି ଦିନ ତଳେ କଟକରେ ନକଲି ମେଡିସିନ ବିକ୍ରି ହେଉଊଥିବା ନେଇ ହୋଇଥିଲା ଅଭିଯୋଗ । ଏହି ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।