ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଗଣ୍ଡଗୋଳ, ଜିବର୍ଦ୍ଧନଙ୍କ କାନ ଛିଣ୍ଡାଇଲେ ଦାଶରଥୀ

ସୋନପୁର ୧୬/୦୯: ଦୁଇ ଯୁବକଙ୍କ ମଧ୍ୟରେ ମାଡ଼ଗୋଳ ପରେ କାନ କାମୁଡି ଛିଣ୍ଡାଇ ଦେଲା ଜଣେ ଯୁବକ । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କଳାପଥର ଗାଁରେ ଘଟିଛି ଏହି ଘଟଣା ।

ରାତିରେ ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଯୁବକ ଅନ୍ୟ ଜଣଙ୍କ କାନ କାମୁଡି ଛିଣ୍ଡେଇ ଦେଇଥିଲେ । କଳାପଥର ଗାଁର ଜିବର୍ଦ୍ଧନ ଗରିଆଙ୍କ କାନ ଛିଣ୍ଡି ଥିବା ବେଳେ ସେହି ଗାଁର ଦାଶରଥି କାନ କାମୁଡି ଥିବା ଜଣାପଡ଼ିଛି। ଜିବର୍ଦ୍ଧନଙ୍କୁ ଗାଁ ଲୋକେ ସଙ୍ଗେ ସଙ୍ଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିବା ବେଳେ ଚିକିତ୍ସା ଜାରି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।