ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏହି ଅଭିନେତ୍ରୀଙ୍କୁ ପ୍ରେମ କରୁଛନ୍ତି ପାକିସ୍ତାନୀ କ୍ରିକେଟର, ଇନଷ୍ଟାରେ କଲେ ଫଲୋ

ନୂଆଦିଲ୍ଲୀ ୧୩/୦୯: ପାକିସ୍ତାନୀ କ୍ରିକେଟର ନାସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଲଭ୍ ରିଲେସନକୁ ନେଇ ପୁଣି ଥରେ ଚର୍ଚ୍ଚା । ନିକଟରେ ଏସିଆ କପରେ ପାକିସ୍ତାନ ଦଳର ଭାରତ ସହ ମ୍ୟାଚ୍ ଦେଖୁଥିବା ବେଳେ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ସେବେଠାରୁ ନାସିମ ଉର୍ବଶୀଙ୍କ ସହ ସୋସିଆଲ ମିଡିଆରେ ରହିଆସିଥିଲେ ।

ହେଲେ ଏବେ ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବାକୁ ନେଇ ଲାଇମଲାଇଟରେ ଅଛନ୍ତି । ସୂଚନା ଥାଉକି, ଯେତେବେଳେ ନାସିମ ଏବଂ ଉର୍ବଶୀଙ୍କ ନାଁକୁ ଯୋଡି ଚର୍ଚ୍ଚା ହେଉଥିଲା, ଏହି ପ୍ରଶ୍ନର ଉତ୍ତରରେ ନାସିମ ଏକ ସାକ୍ଷାତକାରରେ କହିଥିଲେ ଯେ ଉର୍ବଶୀ କିଏ, ସେ ଜାଣନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ନାସିମଙ୍କ ଇନଷ୍ଟାଗ୍ରାମ ଫଲୋଅର ତାଲିକାରେ କିଛି ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ସ୍କ୍ରିନସଟ୍ ଅଂଶୀଦାର କରି ପ୍ରଶଂସକମାନେ ବର୍ତ୍ତମାନ ଉଭୟଙ୍କୁ ଖୁବ୍ ଜୋରରେ ଟ୍ରୋଲ କରୁଛନ୍ତି । ବାସ୍ତବରେ, ଉର୍ବଶୀଙ୍କ ଭିଡିଓ ସେୟାର କରିବା ସହିତ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ୪ ସେପ୍ଟେମ୍ବରରେ ଉର୍ବଶୀ ଇଣ୍ଡୋ-ପାକ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ । ମ୍ୟାଚ୍ ପରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନାସିମଙ୍କ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନାସିମ ହସୁଥିବା ଦେଖିବାକୁ ମିଳିଥିଲା ।

ଯେତେବେଳେ ଉର୍ବଶୀ ତାଙ୍କୁ ଦେଖି ଟିକେ ଲାଜେଇ ଯାଇଥିଲେ । ଭିଡିଓ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ମିମ ସବୁ ଦେଖୁଥିବା ନଜର ଆସିଥିଲା । ପୂର୍ବରୁ ଉର୍ବଶୀ ଏବଂ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ମଧ୍ୟରେ ସମ୍ପର୍କ ଥିବା ଖବର ଆସିଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ କିଛି ମତଭେଦ ଥିବା ଯାହା ଖୁବ ଚର୍ଚ୍ଚା ହେଉଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ