ଅପରାଧ ରାଜ୍ୟ

ତାରିଣୀ ମନ୍ଦିର ନିକଟରୁ ଦେଢ କୁଇଣ୍ଟାଲ ଭାଙ୍ଗ ଜବତ, ଜଣେ ମହିଳା ଗିରଫ

ଯାଜପୁର ୧୦/୦୯: ଯାଜପୁର ରୋଡ଼ ରେଲ୍ୟୁୟ ଷ୍ଟେସନ ମାଲଗୋଦାମ ନିକଟକ ତାରିଣୀ ମନ୍ଦିର ପାଖରୁ ଦେଢ଼ କ୍ୟୁଣ୍ଟଲ ଭାଙ୍ଗ ଜବଦ ସହ ଜଣେ ମହିଳା ଗିରଫ । ଗିରଫ ମହିଳା ଜଣକ ହେଲେ ଯାଜପୁର ରୋଡ଼ ଚୂନ ଭାଟି ଅଞ୍ଚଳର ସଞ୍ଜୁ ବେହେରା ।

ଯାଜପୁର ଟାଉନ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ସମୀର କୁମାର ମହାନ୍ତି ଏବଂ ତାଙ୍କ ଟିମ ଦ୍ୱାରା ଚଢ଼ାଉ ବେଳେ ଧାରା ପଡିଥିଲା ଚୋରା ଚାଲାଣ ହେଉଥିବା ଭାଙ୍ଗ । ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।