ଅପରାଧ ରାଜ୍ୟ

ଚୋରାରେ ହେଉଥିଲା ଚାଲାଣ, ଦୁଇଟି କେନ୍ଦୁପତ୍ର ବୋଝେଇ ଗାଡି ଜବତ

ଆଠମଲ୍ଲିକ ୦୩।୦୯ : ଦୁଇ କେନ୍ଦୁପତ୍ର ଗାଡି ଜବତ। ଆଠମଲ୍ଲିକ ବନଖଣ୍ଡର ଦୁଇଟି ରେଞ୍ଜରୁ କେନ୍ଦୁପତ୍ର ବୋଝେଇ ଗାଡି ଜବତ। ବୋଝେଇ କେଦୁପତ୍ର ମୁଲ୍ୟ ଆକଳନ ହେଇ ନଥିଲେବି ଦୁଇ ଗୋଟି ଚଡାଉରେ ୯ କୁଇଣ୍ଟାଲରୁ ଅଧିକ ଓଜନର କେଦୁପତ୍ର ଜବତ କରିବାରେ ସଫଳ ହେଇଛି ଆଠମଲ୍ଲିକ ବନବିଭଗ ।

ଖବର ଅନୁଯାୟୀ, ମାଧପୁର ରେଞ୍ଜର କିଆକଟା ଛକ ନିକଟରୁ ଏକ ବୋଲେରୋରେ କେନ୍ଦୁପତ୍ର ଲୋଡ଼ ଗାଡିକୁ ଜବତ କରିଥିବା ସମୟରେ ଡ୍ରାଇଭର ଫେରାର ହେଇଥିଲା । ହଣ୍ଡପା ରେଞ୍ଜର ହଣ୍ଡପା ନିକଟରେ କେଦୁପତ୍ର ଲୋଡ଼ କରି ଚାଲାଣ କରିବାକୁ ଯାଉଥିବା ସମୟରେ ଚଢ଼ାଉ ହେଇଥିଲା । ଗାଡି ଓ କେଦୁପତ୍ର ଛାଡି ସମସ୍ତେ ପଳାଇଯିବା ଫଳରେ ବିଭଗ ଟାଟା ଏସି ଗାଡିକୁ ଜବତ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।