ଅପରାଧ ରାଜ୍ୟ

ମଦ ଦୋକାନ ସହ କାର୍ ଜାଳି ଦେଲେ ଲୋକେ, ୬ ଜଣଙ୍କୁ ଅଟକ ରଖିଲା ପୋଲିସ

ସୋରୋ ୨୯/୦୮: ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଲିଦେଳେ ଦୁର୍ବୃତ୍ତ । ତା ସହିତ ମଦ ମାଲିକଙ୍କର ୪ ଚକିଆ ଯାନକୁ ବି ଜାଳି ଦେଇଛନ୍ତି ।ସନ୍ଦେହରେ ଖନ୍ତାପଡା ପୋଲିସ ୬ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ।

ସୂଚନାରୁ ଜଣାଯାଏ ଏହି ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ସେଠାକାର ସ୍ଥାନୀୟ ବାସିନ୍ଧା ଗତ କିଛିଦିନ ଧରି ଏହାକୁ ବିରୋଧ କରିଥିଲେ ।

ଶେଷରେ ମଦ ଦୋକାନୀ ମାଲିକ କୋର୍ଟ ଦ୍ୱାରସ୍ଥ ହୋଇଥିଲେ କୋର୍ଟ ସେଠି ମଦ ଦୋକାନ ଖୋଲିବା ପାଇଁ କହିଥିବା ବେଳେ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ଯାହାକୁ ନେଇ କିଛିଦିନ ଧରି ଉତେଜନା ଲାଗିରହିଥିଲା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।