ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଧଳସାମନ୍ତ ଘନିଷ୍ଠ ସହଯୋଗୀ ଭଜନା ମୃତ, ଚୌଦ୍ୱାର ଜେଲରୁ ରାଉରକେଲା ସ୍ଥାନାନ୍ତର ବେଳେ ଅଘଟଣ

କଟକ ୨୯/୦୮: ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ ତଥା ଓମ ଦୀପୁ ହତ୍ୟାକାଣ୍ଡର ଅଭିଯୁକ୍ତ ଭଜନା ଓରଫ ସଞ୍ଜୟ ସାହୁର ରାଉରକେଲା ଜେଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦୧୫ ମସିହାରେ ଏକ ଗଣ୍ଡଗୋଳ ଘଟଣାରେ ଭଜନା ଜେଲ ଯାଇଥିଲେ ।

ପରବର୍ତ୍ତୀ ସମୟରେ ଓମ ଦୀପୁ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି, ଦାଦାବଟି ଅଭିଯୋଗକାରୀଙ୍କୁ ମାଡ ମାରିବା, ସାକ୍ଷୀଙ୍କୁ ଧମକ ଚମକ ଦେବା ଭଳି ବହୁ ମାମଲାରେ ଛନ୍ଦି ହୋଇଥିଲା ଭଜନା । ଆଗକୁ ପାର୍ବଣ ଆସୁଥିବାରୁ ଭଜନାକୁ କଟକ ଚୌଦ୍ଵାର ଜେଲରୁ ରାଉରକେଲା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜେଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । କିଭଲି କେମିତ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।