ଦେଶ ବିଦେଶ ମନୋରଞ୍ଜନ

ନବମ ପିଲାର ବାପା ହେବେ ହଲିଉଡ୍‌ର ଏହି ଅଭିନେତା, ୟୁଜର୍ସ କହିଲେ- ରହିଯାଅ ଭାଇ…

ଏହି ମୋଣ୍ଟାଜ୍‌ ଭିଡିଓରେ ନିକ୍‌ ଓ ମଡେଲ୍‌ ବ୍ରିଟନି ରୋମାଣ୍ଟିକ୍‌ ପୋଜ୍‌ରେ ଦେଇଥିବାର ନଜର ଆସିଛନ୍ତି । ବ୍ରିଟନି ନ୍ୟୁଡ୍‌ ହୋଇ ବେବି ବମ୍ପ ପ୍ଲାଣ୍ଟ କରୁଥିବା ବେଳେ ନିକ୍‌ ତାଙ୍କୁ ଆଲିଙ୍ଗନ କରୁଥିବା ବେଳେ ରୋମାଣ୍ଟିକ୍‌ ହେବାର ଦେଖିବାକୁ ମିଳୁଛି। ଏହି ଭିଡିଓରେ ବ୍ରିଟନି ଓ ନିକ୍‌ ବାକି ଦୁଇ ପିଲାଙ୍କ ସହ ପୋଜ୍‌ ଦେଇଛନ୍ତି। ପୁଣି ଥରେ ବାପା ହେବା ନେଇ ମଧ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି।

ଏସବୁକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନ୍ୟ କେତେକ ୟୁଜର୍ସ ଏସବୁ ର ମଜା ଉଡାଉଛନ୍ତି। କହିଛନ୍ତି କି ଅଭିନେତାଙ୍କୁ ରହିଯିବା ଉଚିତ୍‌ । ଆଉ ଜଣେ ଲେଖିଛନ୍ତି କି ଭାଇ ପୁର ସହର କରି ଦେବ କି…. ବୋଧ ହୁଏ ପିଲାଙ୍କ ପାଇଁ ପୁରା ସ୍କୁଲ୍‌ ଭଡାରେ ନେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ