ଅପରାଧ ରାଜ୍ୟ

ଯୁବକଙ୍କୁ ହତ୍ୟା! ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ

ବଲାଙ୍ଗୀର ୨୬/୦୮: ବଲାଙ୍ଗୀର ହାତିଶାଳପଡା ଫରେଷ୍ଟ କେନ୍ଦୁଲିଫ୍ କଲୋନୀରେ ଆବବନୀୟ ଘଟଣା । ଯୁବକଙ୍କୁ ହତ୍ୟା ସନ୍ଦେହ । ମୃତ ଯୁବକର ନାଁ ଅଭିମନ୍ୟୁ ହାତୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ଟାଉନ୍ ଥାନା ପୋଲିସର ତଦନ୍ତ ଆରମ୍ଭ ।

ଗତକାଲି ସଂଧ୍ୟାରେ ଅଭିମନ୍ୟୁ ବୁର୍ଲା ମେଡିକାଲ ଯିବାପାଇଁ ଘରୁ ବାହାରିଥିଲେ ପରିବାର ଲୋକେ ମଧ୍ୟ ବୁର୍ଲା ଯାଇଥିବା ନେଇ ରାତିରେ ଆଉ ଯୋଗଯୋଗ କରିନଥିଲେ । ସାଙ୍ଗରେ ଥିବା ଜଣେ ଯୁବକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ମାଆ । ସେ ରଙ୍ଗ ମିସ୍ତ୍ରୀ କାମ କରୁଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।