ଅପରାଧ ରାଜ୍ୟ

ମାମୁଁଙ୍କ ସହିତ ବାଇକ୍‌ରେ କଲେଜ ଆସୁଥିଲେ, ହେଲେ ଅଧାରହିଗଲା ପାଠପଢା

ବ୍ରହ୍ମଗିରି ୨୩।୦୮: ଟ୍ରକ ଚାପାରେ ଛାତ୍ରଙ୍କ ମୃତ୍ୟୁ । ମୃତକ ଗଜପତି ଜିଲ୍ଲା ଅବାସିଂ ଗାଁରୁ ଅଜୁ ଭୂୟାଁ ବୋଲି ଜଣାପଡିଛି । ମାମୁଁଙ୍କ ସହ ବାଇକରେ ଅଜୁ ଗଜପତିରୁ ପୁରୀ ଆସିଥିଲେ ।

ଖବର ଅନୁଯାୟୀ, ଅଜୁ ପୁରୀ ଏସ୍‌ସିଏସ୍‌ କଲେଜକୁ ନିଜ ମାମୁଁଙ୍କ ସହିତ ବାଇକ ଯୋଗେ ଗଜପତିରୁ ଆସୁଥିଲେ । ହେଲ ବ୍ରହ୍ମଗିରି ବଜାରରେ ଏକ ଦଶଚକିଆ ଟ୍ରକ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଛାତ୍ର ଅଜୁ ଭୂୟାଁଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।