ଅପରାଧ ରାଜ୍ୟ

ଶ୍ୱେତା ମୃତ୍ୟୁ ସସ୍‌ପେନ୍ସ, ସାମ୍ନାକୁ ଆସିଲା ଉଭୟଙ୍କର ଗାଳିଭରା ଅଡିଓ…

ଭୁବନେଶ୍ୱର ୨୩।୦୮: ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ବୟଫ୍ରେଣ୍ଡ ସୌମ୍ୟଜିତଙ୍କ କାର୍ଯ୍ୟ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ଶ୍ବେତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି।

ସେପଟେ ଏକ ଫୋନ ବାର୍ତ୍ତାଳୟ ସାମ୍ନାକୁ ଆସିଛି। ଏହି ଫୋନ ବାର୍ତ୍ତାଳପ ଶ୍ବେତା ଏବଂ ସୌମ୍ୟଜିତଙ୍କ ମଧ୍ୟରେ ହୋଇଥିବା କୁହାଯାଉଛି। ଏଥିରେ ସୌମ୍ୟଜିତ ଶ୍ବେତାଙ୍କୁ ଅତି ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ବେଳେ ଶ୍ବେତା ନିଜକୁ ଶେଷ କରିବା ଦେବା କଥା ମଧ୍ୟ କହୁଛନ୍ତି। ଏପରିକି ସେ ସରି ମଧ୍ୟ କହୁଛନ୍ତି। ଆସନ୍ତୁ ଶୁଣିବା କଣ ରହିଛି ଏହି ଫୋନ କଲରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।