ଅପରାଧ ରାଜ୍ୟ

କେନାଲରେ ଭାସୁଛି ଅଜଣା ମୃତଦେହ, ଦୁର୍ଘଟଣା ନା ଆତ୍ମହତ୍ୟା ବଢିଲା ସସପେନ୍ସ

ବାଲିପାଟଣା ୦୯/୦୮: କେନାଲରେ ଭାସୁଛି ଅଜଣା ମୃତଦେହ । ବାଲିଅନ୍ତା ଥାନା ସିଙ୍ଗଡ଼ା ଭୋଇ ସାହି ନିକଟ ଗୋପ ଶାଖା କେନାଲରେ ମୃତଦେହଟି ଭାସୁଛି । ମୃତଦେହଟି କାହାର ଏବଂ ଏଠାକୁ କିପରି ଆସିଛି ତାହା ଜଣାପଡ଼ି ନାହିଁ ।

ଆଜି ସକାଳୁ କେନାଲରେ ମୃତଦେହଟି ଭାସୁଥିବା ଲୋକେ ଦେଖିଥିଲେ । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି । ମୃତଦେହଟି ଜଣେ ଯୁବକର । ବୟସ ୩୦ ରୁ ୩୫ ହେବ । ଏହା ଏକ ଦୁର୍ଘଟଣା କି ହତ୍ୟା ତାହା ସ୍ପଟ ହୋଇ ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।