ଅପରାଧ ରାଜ୍ୟ

ନାତୁଣୀ ପାଇଁ କିଣିଥିଲେ ଥଣ୍ଡା ପାନୀୟ, ପିଇବା ବେଳକୁ ବାହାରିଲା ପୋକ

ବାଲିପାଟଣା ୦୨।୦୮: ଥଣ୍ଡା ପାନୀୟ ପ୍ୟାକରେ ପୋକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସୋମବାର ସଂଧ୍ୟାରେ ନରଦାର ମୀର ଏନାଥ ଅଲ୍ଲୀ ନିଜ ନାତୁଣୀ ପାଇଁ ଏକ କାଗଜ ପ୍ୟାକ୍ (frooti) କିଣି ଫ୍ରିଜରେ ରଖିଥିଲେ । ଆଜି ତାଙ୍କ ନାତୁଣୀକୁ ଥଣ୍ଡା ପିଇବାକୁ ଦେଇଥିଲେ । ଝିଅଟି ଥଣ୍ଡା ପିଇବା ବେଳେ ଏକ ପୋକ ପାଇପ୍ ରେ ଆସି ପାଟିରେ ଲାଗିଥିଲା । ଥଣ୍ଡାରେ ଏଭଳି ପୋକ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି | ପ୍ରତ୍ୟେକ ଦିନ ଏହିଭଳି ଥଣ୍ଡାକୁ ଛୋଟ ଛୋଟ ପିଲା ମାନେ ଆଗ୍ରହର ସହିତ । ତେବେ ଏହି ଥଣ୍ଡା କେତେ ସୁରକ୍ଷିତ ? କିଭଳି ପରିସ୍ଥିତିରେ ଏଭଳି ଥଣ୍ଡା ପ୍ରସ୍ତୁତ ହେଉଛି ? ଜନସ୍ୱାସ୍ଥ୍ୟ ଅଧିକାରୀ କାହିଁକି ଉଚିତ୍ ପଦକ୍ଷେପ ନେଉନାହାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।