ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଇଞ୍ଜେକସନ୍‌ ନେଇ ରୋଗୀ ଅଧିକ ଅସୁସ୍ଥ, ଥରୁଛନ୍ତି ରୋଗୀ

ବ୍ରହ୍ମପୁର ୨୯।୦୭: ବ୍ରହ୍ମପୁର ବଡ଼ ମେଡିକାଲରେ ଅଭାବନୀୟ ଘଟଣା । ଇଞ୍ଜେକସନ୍‌ ଦେବା ପରେ ରୋଗୀମାନେ ଅସୁସ୍ଥ । ବ୍ରହ୍ମପୁର ବଡ଼ ମେଡିକାଲର ମେଡିସିନ୍‌ ଓ୍ୱାର୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଶୁକ୍ରବାର ଦିନ କିଛି ରୋଗୀଙ୍କୁ ଇଞ୍ଜେକସନ୍‌ ଦିଆଯାଇଥିଲା । ତେବେ ଇଞ୍ଜେକସନ୍‌ ଦେବା ପରେ ରୋଗୀମାନେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ଏପିରିକି କିଛି ରୋଗୀ ଥରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ତତ୍ପର ହୋଇଯାଇଛି । ସେପଟେ ମେଡିକାଲରେ ଏଭଳି ପରିସ୍ଥିତି , କେଉଁ କାରଣ ପାଇଁ ହେଲା । ସେନେଇ ତନାଘନା ଚାଲିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ