ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍ ହାର ୯୪.୪ %

ନୂଆଦିଲ୍ଲୀ, ୨୨/୦୭: ସିବିଏସଇ ଦଶମ ଟର୍ମ ୨ ବୋର୍ଡ ରେଜଲ୍ଟ ପ୍ରକାଶିତ ହୋଇଛି । ଏହାପୂର୍ବରୁ ସକାଳେ ଦ୍ୱାଦଶ ରେଜଲ୍ଟ ବାହାରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ପରୀକ୍ଷା ଦେଇଛନ୍ତି ସେମାନେ cbseresults.nic.inରେ ନିଜର ଫଳ ଜାଣିପାରିବେ । ପରୀକ୍ଷା ଦେଇଥିବା ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଚଳିତବର୍ଷ ପାସ୍ ହାର ରହିଛି ୯୪.୪ %।

ରେଜଲ୍ଟ ଜାଣିବାକୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓ୍ୱେବସାଇଟ୍ ଲଗଇନ୍ କରିବାକୁ ହେବ । ଏହାପରେ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ସାଇନ ଅପ୍ କରିବାକୁ ହେବ । ଏହା ପରେ ରେଜଲ୍ଟ ପ୍ରଦର୍ଶିତ ହେବ ।

CBSE 10th 2022 result
ସୂଚନାଯୋଗ୍ୟ, ସିବିଏସଇ ଦଶମ ଟର୍ମ ୨ ପରୀକ୍ଷା ଏପ୍ରିଲ ୨୬ରୁ ମେ ୨୪ ଯାଏଁ ଆୟୋଜିତ ହୋଇଥିଲା । ଏହାସହ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨୬ରୁ ଜୁନ ୧୫ରେ ହୋଇଥିଲା ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି