ଅପରାଧ ରାଜ୍ୟ

ଡେଲାଙ୍ଗ ତହସିଲଦାରଙ୍କ ଦୁର୍ବ୍ୟବହାର ଘଟଣା : ଥାନାରେ ରୁଜୁ ହେଲା ମାମଲା

ଡେଲାଙ୍ଗ ୧୫।୭: ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲଦାରଙ୍କ ନାମରେ ରୁଜୁ ହେଲା ମାମଲା । ଡେଲାଙ୍ଗ ଜେନାପୁର ପଞ୍ଚାୟତର ସୁସ୍ମିତା ଜେନାଙ୍କୁ ତହସିଲଦାର ନିବେଦିତା ପରିଡ଼ା କରିଥିବା ଦୁର୍ବ୍ୟବହାର ଘଟଣାରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୁଖ୍ୟ ଗଣମାଧ୍ୟମର ଶିରୋନାମ ପାଲଟିଥିଲା । ଏନେଇ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା, ଅତିରିକ୍ତ ତହସିଲଦାର ରଞ୍ଜନ ନାୟକ, ମୁଖ୍ୟ କିରାଣୀ କାର୍ତ୍ତିକ ସେଠୀ ଏବଂ ରାଜସ୍ବ ବିଭାଗର ମିଶ୍ର ବାବୁଙ୍କ ନାମରେ IPC ୧୮୬୦ ଧାରା ଅନୁଯାୟୀ ୫୦୯ ,୫୦୬, ୩୪ରେ ମାମଲା ରୁଜୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।