ଦେଶ ବିଦେଶ ମନୋରଞ୍ଜନ

କିଲର ଲୁକ୍‌ରେ ନଜର ଆସିଲେ ହିନା ଖାନ୍‌, ଫଟୋ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ ୧୫।୦୭: ପ୍ରସିଦ୍ଧ ଟେଲି ଅଭିନେତ୍ରୀମାନଙ୍କ ତାଲିକାରେ ହିନା ଖାନ ଅନ୍ୟତମ । କଠିନ ପରିଶ୍ରମ ଏବଂ ସୁନ୍ଦର ଅଭିନୟ ହେତୁ ହିନା ଖାନ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ସହିତ ହିନା ଖାନ ଅଭିନୟ ଜଗତରେ ତାଙ୍କର ପ୍ରଥମ ପାଦ ଦେଇଥିଲେ। ଯାହା ପରେ ସେ ଖୁବ୍‌ ଶୀର୍ଷରେ ପହଞ୍ଚିଥିଲେ।

ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ହିନା। ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ଫଟୋ ସେୟାର କରିଥାନ୍ତି। ହେଲେ ଏବେ ତାଙ୍କର ଏମିତି ଏକ ଫଟୋ ଭାଇରାଲ୍‌ ହୋଉଛି । ଯାହା ଇଣ୍ଟରନେଟ୍‌ରେ ନିଆଁ ଲଗାଉଛି।

ହିନାଙ୍କର ଗ୍ଲାମରସ୍ ଅବତାର ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକରେ ହିନା ଏକ ଧଳା ଚମକଦାର ପୋଷାକ ପିନ୍ଧିଥିବା ବେଳେ କିଲ୍‌ର ଲୁକ୍‌ ଦେଇଛନ୍ତି । ହିନା ଖାନଙ୍କ ଏହି ଗ୍ଲାମରସ୍ ଲୁକ୍‌ ଦେଖି ତାଙ୍କ ଫ୍ୟାନ୍ସ ଦିୱାନା ହୋଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ