କଳା ଓ ସଂସ୍କୃତି ଧର୍ମ

ରଥଯାତ୍ରା ୨୦୨୨ : ଛତିଆରେ ଧୁମଧାମରେ ରଥଯାତ୍ରା ପାଳିତ

ଚଣ୍ଡୀଖୋଲ ୦୧/୦୭ : ଯାଜପୁର ଜିଲ୍ଲା ଛତିଆରେ ବଡ଼ ଧୁମଧାମରେ ରଥଯାତ୍ରା ପାଳିତ ହୋଇଛି। କୋଭିଡ ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଏହା ବନ୍ଦଥିଲା। ଚଳିତବର୍ଷ ନୂଆ କରି ଏଠାରେ ୩ ଠାକୁରଙ୍କ ପାଇଁ ତିନୋଟି ରଥ ତିଆରି କରାଯାଇଛି। ଛତିଆ କୁଞ୍ଜିଆ ଛକରୁ ୩ଟି ରଥ ୧୬ ନମ୍ବର ଜାତୀୟ ରାଜପଥ ଦେଇ ୧୨ କିଲୋମିଟର ପଥ ଅତିକ୍ରମ କରି ବଡଘୁମୁରିରେ ମାଉସୀମା ମନ୍ଦିରରେ ପହଞ୍ଚିବେ। ଏଥିପାଇଁ ସ୍ଥାନୀୟ ପ୍ରଶାନର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ଛତିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ