ଅପରାଧ ରାଜ୍ୟ ବାଇକ୍କୁ ଧକ୍କା ଦେଲା ଟ୍ରକ୍ : ୩ ଆରୋହୀ ମୃତ, ୨ ଗୁରୁତର BY NewsLaxmi7 July 4, 2022 0 Comments 41 Views ନୂଆପଡା ୪।୭: ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ଜାତୀୟ ରାଜପଥ ୩୫୩ ଉଦ୍ୟାନବନ୍ଧ କ୍ରିଷ୍ଣା ଛକ ମଝିରେ ଘଟିଛି ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଜଣେ ଶିଶୁ ସହ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।