ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

ଅନଗୁଳ ୩୦/୦୬: ମାଈ ହାତୀର ମୃତଦେହ ଠାବ । ପମ୍ପାସର ରେଞ୍ଜ ଟାଇସି ନୂଆପଡା ନିକଟସ୍ଥ ଜଙ୍ଗଲରୁ ମିଳିଲା ମୃତଦେହ । ହାତୀର ବୟସ ପାଖାପାଖି ୭ରୁ ୧୦ ବର୍ଷ ମଧ୍ୟରେ ହେବ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇଛନ୍ତି ।

ମୁତ୍ୟୁର କାରଣ ଅଷ୍ପଷ୍ଟ ରହିଥିବା ବେଳେବେଳେ କିଛିଦିନ ପୂର୍ବରୁ ଅନୁରୂପ ଏକ ଛୁଆ ହାତୀରର ଟିକରପଡା ନିକଟସ୍ଥ କୁଶଖଳା ନିକଟରେ ମୁତ୍ୟୁ ହୋଇଥିଲା । ଗୋଟିଏ ପରେ ଗୋଟିଏ ହାତୀର ମୁତ୍ୟୁ ବନ ବିଭାଗର ମନିଟରିଂ ପ୍ରତି ଅଙ୍ଗୁଳି ନିର୍ଦେଶ ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।