ଅପରାଧ ରାଜ୍ୟ

ଦୁର୍ଘଟଣାରେ ଯୁବକ ଜଳିଯିବା ଘଟଣା : ମୃତକଙ୍କ ଘର ଜଗତସିଂହପୁର, ବାହାଘର ଭୋଜି ଖାଇ ଫେରୁଥିଲେ

ଭୁବନେଶ୍ୱର ୨୭।୦୬: ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ପରେ ଯୁବକ ଜଳିଯିବା ଘଟଣା । ମୃତ ଯୁବକଙ୍କ ମିଳିଲା ପରିଚୟ । ମୃତ ଯୁବକଙ୍କ ହେଲେ ଅମ୍ବିକା ପ୍ରସାଦ ପତି । ଘର ଜଗତସିଂହପୁର ଜିଲ୍ଲା ପୁରୋହିତ ପୁର ।

ଖବର ଅନୁଯାୟୀ, ଅମ୍ବିକା କେସୁରାରେ ଭଡାରେ ରହୁଥିଲେ । ଭୁବନେଶ୍ୱର ଇନଟାକ୍ସ କମ୍ପାନୀରେ ମାର୍କେଟିଂ କାମ କରୁଥିଲେ । ରବିବାର ରାତିରେ ଚନ୍ଦ୍ରଶେଖରପୁରରେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୋଲିସ । ଖୁବଶୀଘ୍ର ପରିବାର ଲୋକେ ଥାନା ରେ ପହଞ୍ଚିବେ ବୋଲି ଥାନା ଅଧିକାରୀ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।