ଦେଶ ବିଦେଶ ମନୋରଞ୍ଜନ

ନୋରା ଫତେହିଙ୍କ ଚାଲି ଦେଖି ଥଟ୍ଟା କଲେ ଫ୍ୟାନ୍ସ, ମଲାଇକାଙ୍କ ସହ କଲେ କମ୍ପେୟାର: କହିଲେ ଜଣାନାହିଁ ଚାଲି

ମୁମ୍ବାଇ ୧୪/୦୬: ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ୍ ଆକାଶ ଛୁଇଁବା ସଂଗେ ସମାନ । ନୋରାଙ୍କ ନୃତ୍ୟ ସହ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ଏବଂ କଥାକୁ ଲୋକେ ଖୁବ ଚର୍ଚ୍ଚା କରନ୍ତି । ନୋରାଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏଥର କିନ୍ତୁ ଫ୍ୟାନ୍ସମାନଙ୍କର ପ୍ରିୟ ନୋରା ଜବରଦସ୍ତ ଟ୍ରୋଲ ହେବାରେ ଲାଗିଛନ୍ତି । ଜାଣନ୍ତୁ କାରଣ କଣ?

କାହିଁକି ଟ୍ରୋଲ ହେଲେ ନୋରା:
ନୋରା ଫତେହି ନୂଆ ଭିଡିଓରେ ସବୁଥର ଭଳି ଗ୍ଲାମରସ ଅନ୍ଦାଜରେ ନଜର ଆସନ୍ତି । ପ୍ରିଣ୍ଟେଡ୍ ବଡିକନ ଡ୍ରେସ୍ ଏବଂ ହାଇ ହିଲ୍ସରେ ନୋରାଙ୍କ ଅନ୍ଦାଜ ଦେଖିବା ଭଳି ଥାଏ । ନ୍ୟୁଡ୍ ଗ୍ଲୋଇଙ୍ଗ ମେକ ଅପ୍ ଏବେ ହାଇ ପୋନିଟେଲରେ ନୋରା ସୁପର ଗ୍ଲାମରସ ଦେଖାଯାଉଛନ୍ତି । ତଥାପି ଲୋକେ ତାଙ୍କୁ ପ୍ରଶଂସା କରିବା ବଦଳରେ ଟ୍ରୋଲ କରୁଛନ୍ତି ।

ସୂଚନା ଥାଉକି, ନୋରା ଫଟୋ ପୋଜ ଦେଉଥିଲେ । ଏହି ସମୟରେ ସେ ଏମିତି ଚାଲି ଚାଲି ଆସିଲେ ଯେ, ଫ୍ୟାନ୍ସ କହିଲେ ନୋରା ମଲାଇକାଙ୍କ ଭଳି ଚାଲିବାକୁ ଚେଷାଟ କରୁଛନ୍ତି । ନୋରାଙ୍କ ଚାଲିଙ୍କୁ ମଲାଇକାଙ୍କ ସହ କମ୍ପେୟାର କରାଯାଇଛି । ଆମେ ଏଠାରେ କହିରଖୁ ଯେ, ମଲାଇକା ଚାଙ୍କ ଚାଲିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ