ରାଜ୍ୟ ରାଶିଫଳ

ଜୁନ୧୫ରେ ସୂର୍ଯ୍ୟଙ୍କର ରାଶିପରିବର୍ତ୍ତନ; ଏହି ୩ ରାଶିର ବଦଳିବ ଭାଗ୍ୟ

ଜୁନ ୧୫ରେ ମିଥୁନ ରାଶିରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନରେ ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ରାଶିରେ ପ୍ରଭାବ ପଡ଼ିବ। କିନ୍ତୁ ଗ୍ରହମାନଙ୍କର ରାଜା ଓ ଶନିଙ୍କ ପିତା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କିଛି ରାଶି ମାନଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହୋଇପାରେ। ଯ୍ୟୋତିଷାଚାର୍ଯ୍ୟଙ୍କ ମତରେ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ତାହେଲେ ଆସନ୍ତୁ ଜାଣିବା ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ ରାଶି ଉପରେ ଭଲ ପ୍ରଭାବ ପଡ଼ିବ।

ବୃଷ : ~
ସୂର୍ଯ୍ୟଦେବ ଆପଣଙ୍କ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରୁଛନ୍ତି। ସେଥିପାଇଁ ଏହି ରାଶି ପରବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ୍ ଅଟେ। ଆର୍ଥିକ ଲାଭ ହେବ। ଆପଣଙ୍କ ବିଗିଡ଼ି ଯାଇଥିବା ସମସ୍ତ କାମ ଧିରେଧିରେ ଠିକ ହୋଇଯିବ। ପରିବାରରେ ଖୁସି ପରିବେଶ ସୃଷ୍ଟି ହେବ। ବ୍ୟବସାୟ ବଢ଼ିବ। ନୂଆ ଚାକିରି ସୂଯୋଗ ମିଳିପାରେ ।
ସିଂହ : ~
ନିବେଶ କଲେ ଲାଭ ମିଳିବ। ରାଜନୀତି ସହିତ ଯଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭ ସମାଚାର ମିଳିପାରେ।

କନ୍ୟା : ~

ଆପଣଙ୍କ କ୍ୟାରିଅରରେ ଉନ୍ନତି ହୋଇପାରେ। ଚାକିରିରେ ପଦନ୍ନୋତିର ସୂଯୋଗ ରହିଛି । ଭଲ ଚାକିରି ସୂଯୋଗ ମିଳିପାରେ। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ମାନ ସମ୍ମାନ ମିଳିବ। କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।