ଅପରାଧ ରାଜ୍ୟ

ଇଓଡବ୍ଲୁ ପଞ୍ଝାରେ ୨ ଠକ, ବେଆଇନ ଲୋନ୍ ଆପ୍ ମାମଲାରେ ଗିରଫ

ଭୁବନେଶ୍ବର ୧୧।୬: ଇଓଡବ୍ଲୁ ପଞ୍ଝାରେ ଦୁଇ ଜଣ ଠକ । ବେଆଇନ ଲୋନ୍ ଆପ୍ ମାମଲାରେ ପୁଣି ଦୁଇ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ । ଉଭୟ ୩ ବେଆଇନ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଥିଲେ । ଗିରଫ ଦୁଇ ଜଣ ହେଲେ ରକ୍ସିଥ୍ ଓ ସୁଶାନ୍ତ । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଉଭୟ ଠକଙ୍କ ଘର । କୋକ୍‌ ଓ ଜୋଜୋ ସମେତ ଏକାଧିକ ଋଣ ଆପ୍‌ କରି ଏହି ଦୁଇ ଜଣ ଲୋକଙ୍କୁ ଠକୁଥିଲେ ।

ଅନ୍ୟପଟେ ଠକେଇ ଅଭିଯୋଗର ଗୌର ବିଶ୍ବକର୍ମା ନାମକ ବ୍ୟକ୍ତିଙ୍କୁ ମଧ୍ୟପ୍ରଦେଶରୁ ସାଇବର ଥାନା ପୋଲିସ ଗିରଫ କରିଛ । ଅଧିକ ସୁଧ ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।