ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀ ଶ୍ରୀ ବିଶ୍ଵନାଥ ମହାଦେବ ମନ୍ଦିର ଭୁବନେଶ୍ୱର ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ଶୁଭାରମ୍ଭ ହୋଇଯାଇଛି

ଗତ ତା 5.6.22ରିଖ ଶ୍ରୀ ଶ୍ରୀ ବିଶ୍ଵନାଥ ମହାଦେବ ମନ୍ଦିର ଭୁବନେଶ୍ୱର ରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ଶୁଭାରମ୍ଭ ହୋଇଯାଇଛି। ସାଧୁସନ୍ଥ ତଥା ସ୍ବାମୀଜୀ ଙ୍କ ଆଶୀର୍ବାଦ ନେଇ ବିଶ୍ଵନାଥ ମହାନ୍ତିଙ୍କ ପୌରହିତ୍ୟରେ ଦେବେନ୍ଦ୍ର ଦାସ, ଗୌର ଶ୍ୟାମ ପୃଷ୍ଟି,କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ୍ତ ସାହୁ, ଅବନିକାନ୍ତ ପଟ ଯୋଶୀ,ବିପିନି ବିହାରୀ ସ୍ୱାଇଁ ,ସୁଶାନ୍ତ ସାହୁ,ସୁଷମା ପଟ୍ଟନାୟକ, ରେବତୀ ସ,ଆନନ୍ଦ ଚନ୍ଦ୍ର ପାତ୍ର,ବି କେ ଜେନା ଏବଂ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତି ରେ ପୂଜା ଅର୍ଚ୍ଚନା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମସ୍ତ ସଦସ୍ୟ ପରିଷଦ ବିଷୟରେ ଉଲ୍ଲେଖ କରିଥିଲେ।ପ୍ରଶାନ୍ତ ବେହେରା ଶ୍ରୀ ଜଗନ୍ନାଥ ନାମ ମହା ସଙ୍କୀର୍ତ୍ତନ କରିବା ସହ ଧନ୍ୟବାଦ୍ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ