ଅପରାଧ ରାଜ୍ୟ

ଅଳ୍ପକେ ବର୍ତିଲେ ବିଏସଏଫ ଯବାନ, ରାସ୍ତାରେ ଆଇଇଡି ବୋମା ଖଞ୍ଜିଥିଲେ ମାଓବାଦୀ

କୋରାପୁଟ ୦୭।୦୬ : ଅଳ୍ପକେ ବର୍ତିଲେ ବିଏସଏଫ ଯବାନ। ୧୫୧ ବାଟାଲିୟନ ବିଏସଏଫ ଦ୍ବାରା ଆଇଡି ବମ ଠାବ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲକାନଗିରି ୩୨୬ନଂ ଜାତୀୟ ରାଜପଥ ରାସ୍ତାର ମନ୍ତ୍ରୀଆମ୍ବ -ଗୋବିନ୍ଦପାଲି ଘାଟ ରାସ୍ତା ମଧ୍ୟରେ ଠାବ ହୋଇଛି ।

ଖବର ଅନୁଯାୟୀ, ଜଙ୍ଗଲକୁ କମ୍ବିଂ ଅପରେସନ ଲାଗି ଯବାନମାନେ ଯାଉଥିଲେ । ଏହାପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ପକ୍ଷରୁ ଆଇଡି ବୋମା ପୋତାଯାଇଥିଲା । କିନ୍ତୁ ସବୁ ପ୍ଲାନକୁ ଫେଲ୍‌ କରିଦେଇଛି ସନ୍ଧାନୀ କୁକୁର । ପରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନଷ୍ଟ କରିଛନ୍ତି । ଯାହାଫଳରେ ଏକ ବଡ଼ଧରଣରୁ ଅଘଟଣରୁ ବର୍ତ୍ତିଯାଇଛନ୍ତି ବିଏସ୍‌ଏଫ୍‌ ଯବାନ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।