ଅପରାଧ ରାଜ୍ୟ

ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

ଭୁବନେଶ୍ବର ୪।୬: ପରିବହନ ନିୟମ ନ ମାନିବା ପଡିଲା ମହଙ୍ଗା । ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ଗାଡି ଡ୍ରାଇଭର । ୨ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜରିମାନା ଲଗାଇଲା ପରିବହନ ବିଭାଗ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ରୋଡରେ ଯାଞ୍ଚ ଚାଲିଥିଲା । ପରିବହନ ବିଭାଗ ଅଧିକାରୀମାନେ ଯାଞ୍ଚ କରୁଥିଲେ । ସେହି ସମୟରେ ଅଧିକାରୀଙ୍କ ହାତରେ ଏହି ଗାଡି ଧରାପଡିଥିଲା । ପରିବହନ ନିୟମ ଉଲଂଘନ କରିବା ଅଭିଯୋଗରେ ୨ ଲକ୍ଷ ୬୩ ହଜାର ୫ଶହ ଟଙ୍କା ଜରିମାନା ଲଗାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।