ଅପରାଧ ରାଜ୍ୟ

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

କଟକ ୨୮।୦୫ : କଟକରେ ପୁଣି ନକଲି ସସ୍‌ ଗୋଦାମ ଠାବ । ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି ।

ଖବର ଅନୁଯାୟୀ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍‌ କାରଖାନାରେ ଚଢାଉ କରିଥିଲା । ଏହି ଚଢାଉର ବିପୁଳ ପରିମାଣର ସସ୍‌ ସହ ଚାଓମିନ୍‌ ଜବତ କରିଛି ପୋଲିସ । ଏହିସହିତ ଜଣଙ୍କୁ ଅଟକ ରଖିଛି ପୋଲିସ। ସେହିପରି ଏଥିସହ ବାରଙ୍ଗ ଠାରେ ଥିବା ଏହି ନକଲି ସସ କାରଖାନାକୁ ଆଉ କିଛି ସମୟ ମଧ୍ୟରେ ଚଢ଼ାଉ କରିବ କଟକ ମାଲଗୋଦାମ ପୋଲିସ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।