ଅପରାଧ ରାଜ୍ୟ

ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ : ୧୦ ଗିରଫ,୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଧର୍ମଗଡ଼ ୨୮।୦୫ : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ୧୦ଜଣଙ୍କୁ ଗିରଫ କରିଛି ଜୟପାଟଣା ଥାନା ପୋଲିସ l ସେମାନଙ୍କ ଠାରୁ ୪ କ୍ୱିଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି l

ପୋଲିସର ସୂଚନାଅନୁଯାୟୀ, ଶୁକ୍ରବାର ରାତିରେ ମୁଖୀଗୁଡା ମହୁଲପାଟଣା ଘାଟିରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଟିମ୍ ଏକ ପିକଅପ୍ ଭ୍ୟାନକୁ ସନ୍ଦେହ କରି ପିଛା କରି ପ୍ରତାପପୁର ନିକଟରେ ଅଟକାଇଥିଲା l ସେଥିରୁ ୪ କ୍ରିଣ୍ଟାଲ ୨୯ କେଜି ଗଞ୍ଜେଇ ଜବତ ହୋଇଛି । ଏହା ସହ ପିକଅପ ଭ୍ୟାନକୁ ଏସ୍କଟ ଦେଉଥିବା ବୋଲରୋ ଓ ମୋଟର ସାଇକେଲକୁ ଧରିଛି ପୋଲିସ l ଗିରଫ ଅଭିଯୁକ୍ତମାନେ କୋକସରା ଥାନାଞ୍ଚଳ ମାଝୀଗୁଡା, ଦାବ୍ରିଗୁଡା ଓ ତେଣ୍ଡାପାଳର ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।