ଅପରାଧ ରାଜ୍ୟ

ପେଟ୍ରୋଲ ପମ୍ପ ନିକଟରୁ ବଜ୍ରକାପ୍ତା ଉଦ୍ଧାର, ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲିଆସିଥିଲା

ମାଥିଲି ୨୪/୦୫: ଗତକାଲି ରାତିରେ ମାଥିଲି ସଦର ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର କରାଯାଇଛି ବଜ୍ରକାପ୍ତା । ଖାଦ୍ୟ ଅନ୍ବେଷଣରେ ବଜ୍ରକାପ୍ତା ଟି ଗାଁ ଭିତରକୁ ଆସିଥିବା ସଂନ୍ଦେହ କରାଯାଉଛି ।

ଗତ ରାତିରେ କିଛି ଯୁବକ ଥାନା ଆଡକୁ ଯାଉଥିବା ବେଳେ ବଜ୍ରକାପ୍ତାଟିକୁ ଦେଖି ସଂଗେ ସଂଗେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଂଚି ବଜ୍ରକାପ୍ତାଟିକୁ ଉଦ୍ଧାର କରି ଗୋବିନ୍ଦପାଲି ସ୍ଥିତ ରେଂଜ ଅଫିସ କୁ ଆଣିଥିଲେ । ତେବେ ବଜ୍ରକାପ୍ତାଟି ସୁସ୍ଥ ଅଛି ଏବଂ ତାକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲ ରେ ଛଡାଯିବ ବୋଲି ଜଣାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।