ଅପରାଧ ରାଜ୍ୟ

ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ, ହଠାତ୍‌ ଅଚେତ ହୋଇପଡିଥିଲେ ଛାତ୍ର

ରାଉରକେଲା ୨୪।୦୫: ପରୀକ୍ଷା ହଲ୍‌ରେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ରଙ୍କ ନାମ ମହମ୍ମଦ ଅର୍ଫାନ ବୋଲି ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା ।

ଖବର ଅନୁଯାୟୀ, ବଣାଇ କଲେଜରେ +୨ର ସାଇନ୍ସ ପଢୁଥିଲେ ଛାତ୍ର । ମଙ୍ଗଳବାର ପରୀକ୍ଷାହଲ୍‌ରେ ପରୀକ୍ଷା ଦେବେ ସମୟରେ ହଠାତ୍‌ ଛାତ୍ରଜଣଙ୍କ ଅଚେତ ହୋଇପଡିଥିଲେ । ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଛାତ୍ରଙ୍କ ଘର ଲହୁଣିପଡା ଜୁନିଆଣି ଗାଁରେ ବୋଲି ଜଣାପଡିଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।