ଭୁବନେଶ୍ୱର ୧୮।୦୫: ଭୁବନେଶ୍ବରରେ ପୁଣି ମାତିଲେ ଏଟିଏମ୍ ଲୁଟେରା । କୋଳଥିଆ ଛକ ନିକଟ ୟୁନିୟନ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି । ଟେକନିକାଲ ପଦ୍ଧତିରେ ୭ ଲକ୍ଷ ଟଙ୍କା କାଢି ନେଇଛନ୍ତି ଦୁର୍ବୃତ୍ତ । ୩ଥର ଚେଷ୍ଟା କରିବା ପରେ ଟଙ୍କା କାଢିବାରେ ସକ୍ଷମ ହୋଇଥିଲା ଚୋର । ଏହି ଲୁଟରେ ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । ଖଣ୍ଡଗିରି ଥାନାରେ ଏଫଆଇଆର ପରେ ଘଟଣା ସ୍ଥଳ ଯାଇ ଡ଼ିସିପି ଛାନଭିନ କରିଛନ୍ତି ।
Trending
- କାହା ଝୁଲାକୁ ଯିବ ଆଦିବାସୀ ଭୋଟ: ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ଦଳ
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନ ପ୍ରଚାର
- ବିଜେଡି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡିଶା ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ
- ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
- ବିଦ୍ୟୁତ୍ ବିଭାଗକୁ ବାଉଁଶ ଢିରା
- ସାପ କାମୁଡାରେ ୩ବର୍ଷ ପୁଅ ମୃତ, ବିଷାକ୍ତ ରକ୍ତ ଶୋଷି ବାହାର କରି ବାପା ଗୁରୁତର
Sunday, May 12