ଅପରାଧ ରାଜ୍ୟ

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

ଅନୁଗୁଳ ୧୬।୦୫: ଅନୁଗୁଳ ବାଗଡ଼ିଆ ଗାଁରେ ଅଭାବନୀୟ ଘଟଣା। ଘର ଭିତରେ କବାଟ ଦେଇ ମାଆକୁ ବାଡେଇ ବାଡେଇ ମାରିଲା ପୁଅ। ମୃତକ ହେଲେ ବାଗେଡ଼ିଆ ଦେହୁରୀ ସାହିର ବୀଣାପାଣି ଦାସ।

ଖବର ଅନୁଯାୟୀ, ବୀଣାପାଣିଙ୍କୁ ତାଙ୍କର ସାନପୁଅ ତୁଷାର କାନ୍ତ ଦେହୁରୀ ଟଙ୍କା ମାଗିଥିଲା । କିନ୍ତୁ ସେ ନଦେବାରୁ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି। ଏପିରିକି ମାରିଲା ପରେ ଘରେ ତାଲା ପକାଇ ଫେରାର ହୋଇଯାଉଛି ।

ସେପଟେ ଖବର ପାଇ ଦେବଗଡ଼ ପାଖରୁ ତୁଷାରକୁ ଗିରଫ କରିଛି ପୋଲିସ। ଘରେ କେବଳ ମା ପୁଅ ରହୁଥିଲେ। ବଡ଼ ପୁଅ ବାହାରେ ଚାକିରୀ କରୁଛନ୍ତି। ଘଟଣା ଜଣାପଡିବା ପରେ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।