ଦେଶ ବିଦେଶ ମନୋରଞ୍ଜନ

ନିଜ ବାପାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଲେ ଶାହରୁଖ, କହିଲେ- ‘ଜୀବନରେ କେବେ ତାଙ୍କ ଭଳି ହେବିନାହିଁ’

ମୁମ୍ବାଇ ୧୨।୪: ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତା ହେଉଛନ୍ତି ଶାହରୁଖ ଖାନ୍ । ସେ ଆଜି ଯେଉଁଠି ପହଞ୍ଚିଛନ୍ତି ତାହା କେବଳ ତାଙ୍କ ଦୃଢ ଇଚ୍ଛା ଶକ୍ତି ଏବଂ ପରିଶ୍ରମ ପାଇଁ । ଶାହରୁଖଙ୍କ ପାଇଁ ଧନ ସମ୍ପତ୍ତିର ଅଭାବ ନାହିଁ । ଯେଉଁଥି ପାଇଁ ସେ ଆଜି ରାଜା ଭଳି ଜୀବନ ଅତିବାହିତ କରୁଛନ୍ତି । ନିକଟରେ ଶାହରୁଖ ତାଙ୍କ ବାପାଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କେବେବି ସେ ତାଙ୍କ ବାପାଙ୍କ ଭଳି ହେବେନାହିଁ । ସେ କହିଛନ୍ତି ଯେ, ତାଙ୍କ ବାପା ବିଶ୍ବର ସବୁଠୁ ବଡ ଅସଫଳ ବ୍ୟକ୍ତି । କାରଣ ସେ ତାଙ୍କ ଜୀବନରେ କିଛି ବି ହାସଲ କରିନାହାନ୍ତି । ସେ କହିଥିଲେ ଯେ ସେ କେବେ ବି ତାଙ୍କ ବାପାଙ୍କ ଭଳି ହେବାକୁ ଚାହୁଁନାହାନ୍ତି ।

thegyantv
ଆହୁରି ମଧ୍ୟ ଶାହରୁଖ କହିଛନ୍ତି ଯେ, ତାଙ୍କ ବାପା ଲୋକସମ୍ପର୍କ ବଢାଇଥିଲେ ସୁଦ୍ଧା, ମାନସମ୍ମାନ ଏବଂ ଧନସମ୍ପତ୍ତି ହାସଲ କରିପାରିନଥିଲେ । ତାଙ୍କ ଆବର୍ତ୍ତମାନରେ କାହାକୁ କିଛି ବି ଫରକ ପଡିନଥିଲା । ଶାହରୁଖଙ୍କ ଏଭଳି ବୟାନ ପରେ ତାଙ୍କୁ ଲୋକଙ୍କ କଥା ଶୁଣିବାକୁ ପଡୁଛି ।

ଶାହରୁଖଙ୍କ କହିବା କଥା ଯେ, ତାଙ୍କ ବାପାଙ୍କ ପରଲୋକ ପରେ କାହାକୁ କିଛି ଫରକ ପଡିନଥିଲା । ଏହି କାରଣରୁ ସେ ତାଙ୍କ ବାପାଙ୍କ ଭଳି ହେବାକୁ ଚାହୁଁନାହାନ୍ତି । ସେ ବିଶ୍ବର ଏତେ ବଡ ଲୋକ ହେବାକୁ ଚାହାନ୍ତି ଯେମିତି କି ସେ ଗଲାପରେ ବି ଲୋକ ତାଙ୍କୁ ଝୁରିବେ । ସିଧାସଳଖ କହିବାକୁ ଗଲେ ଶାହରୁଖ ତାଙ୍କ ବାପାଙ୍କ ଭଳି ଅସଫଳ ବ୍ୟକ୍ତି ହେବାକୁ ଚାହାନ୍ତି ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ