ମେଷ – କେତେକ ଅସଂପୂର୍ଣ୍ଣ କାମକୁ ଶେଷ କରିବେ । ଗୃହରେ ମଙ୍ଗଳ ଉତ୍ସବ ତଥା ବନ୍ଧୁ ଚର୍ଚ୍ଚା, ପବିତ୍ର ସ୍ଥାନ ଭ୍ରମଣ, ବିଳାସ ଦ୍ରବ୍ୟପ୍ରାପ୍ତି ଉଚ୍ଚ ମନୋଭାବ ଓ ଆଥିôକ ଭାରସାମ୍ୟ ସୁରକ୍ଷିତ ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।
ଗୃହିଣୀ- ପରକୁ ଆପଣାର କରିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ବୃଷ – ଦେହ ଓ ମନରେ ସୁସ୍ଥ ରହିବେ । ବିବାଦ ଜୟ ସନ୍ତାନ ସନ୍ତତି ସୁଖ, ସଂପାଦନ ଓ ଯାତ୍ରା ଶୁଭର ସମ୍ଭାବନା ଅଛି । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ବିଦ୍ୟାର୍ଥୀମାନେ ଶ୍ରେଣୀ ଶୀକ୍ଷାରେ ଉଚ୍ଚଫଳ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ମିଥୁନ – ଶତ୍ରୁପୀଡା ପ୍ରାୟତଃ ଭୋଗ ହେବ । ଦୂରଯାତ୍ରା କ୍ଳେଶଦାୟକ ହୋଇପାରେ । ଆଇନ ଅଦାଲତ ରାୟ ସପକ୍ଷରେ ଯିବ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ପରିବାରରେ ସ୍ନେହ ସଦ୍ଦିଚ୍ଛା, ବ୍ୟବସାୟିକ ଲାଭ ଓ ଧର୍ମାନୁଷ୍ଠାନ ସହ ସଂପୃକ୍ତି ବଢିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
କର୍କଟ – ଦିନଟି ବିଶେଷ ଶୁଭ କାରକ ନୁହେଁ । ବ୍ୟୟ ବୃଦ୍ଧି କାରଣରୁ ସଞ୍ଚୟ ଜମାହ୍ରାସ ହୋଇପାରେ । ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ । ଉଦଯୋଗ ସିଦ୍ଧି,ବଚନ କୁଶଳତା,ସରକାରୀ ପ୍ରୋତ୍ସାହନ, ରାଜନୀତିରେ ପରୋକ୍ଷ ଶତ୍ରୁ ବଢିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।
ସିଂହ – ମାନସିକ ଅବସାଦ ଦୂର ହେବ । ଉଚ୍ଚ ବର୍ଗ ସହିତ ସୁସଂପର୍କ ରହିବ । ନିର୍ମାଣ କାର୍ଯ୍ୟ ହାତକୁ ନେଇ ସଫଳ ହେବେ । ସନ୍ତାନ ସୁଖ ବିବାଦ ଜୟ ଆଭୂଷଣ ପ୍ରାପ୍ତି ଧର୍ମାନୁଷ୍ଠାନ ସହ ସଂପୃକ୍ତି, ବିଚାର ଶକ୍ତିରେ ପ୍ରଖରତା ଓ ଯାତ୍ରାରେ ଶୁଭ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
କନ୍ୟା – କର୍ମ କ୍ଷେତ୍ରରେ ପରସ୍ପର ବିରୋଧ ଚିନ୍ତାଧାରା ଲାଗି ରହିବ । ଶତ୍ରୁ ବୃଦ୍ଧିର ଆଶଙ୍କା ଅଧିକ । ବ୍ୟବସାୟିକ କ୍ଷେତ୍ରରେ ଲାଭାଂଶ ଅଧିକ ବଢିବ । ପୁରାତନ ରୋଗପୀଡା ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ତୁଳା – କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି । ସାମୟିକ କ୍ଷେତ୍ରରେ ଉଚ୍ଚ ମାନ୍ୟତା ଲାଭ, ବିଳାସ ଦ୍ରବ୍ୟ କ୍ରୟ ନୂତନ କର୍ମ ନିଯୁକ୍ତି , ଋଣ ପରିଶୋଧ, କର୍ମ କ୍ଷେତ୍ରରେ ସରକାରୀ ଦିଗରୁ ଉପକୃତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।
ବିଛା – ବିଳାସ ଦ୍ରବ୍ୟ କ୍ରୟରେ ଅଧିକ ବ୍ୟୟ କରିବେ । ବନ୍ଧୁ ବାନ୍ଧବ ସଂପର୍କ ତ୍ୱରାନ୍ୱିତ ହେବ । ପରୋପକାରରେ ଖୁସି,ଆଧ୍ୟାତ୍ମିକ ଅନୁଭୂତି, କର୍ମକ୍ଷେତ୍ରରେ ବିଳମ୍ବ, ଆହାର ବିଶ୍ରାମ ଅନିୟମିତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
କର୍ମଜୀବି- ପ୍ରମୋସନ୍ ମିଳିବ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ଧନୁ – ପ୍ରିୟଜନଙ୍କ ସହିତ ମୋମାଳିନ୍ୟ ଦୁର କରି ପାରିବେ । ଈଶ୍ୱର ନିଷ୍ଠା, ତୀର୍ଥ ବ୍ରତରେ ଋଚି, ପତିତ ଅର୍ଥ ଉଦ୍ଧାର, ସମସ୍ୟା ସମାଧାନ, ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।
ମକର – ଆହାର ବିଶ୍ରାମରେ ଅନିୟମିତ କାରଣରୁ ଉଦାର ସମସ୍ୟା ପ୍ରାୟତଃ ଭୋଗ ହେବ । ଧର୍ମ କର୍ମରେ ସଫଳ ପ୍ରୟାସ ଦୂର ଗମନ ରେ ଶୁଭ,ବ୍ୟବସାୟ କ୍ଷେତ୍ର ପରିସର ବୃଦ୍ଧି,ପିତୃ ମାତୃ ସୁଖ ଯୁକ୍ତି ତର୍କରେ ବିଜୟୀ ହେବେ । ଶୁଭ ରଙ୍ଗ କ୍ରୀମ୍ । । ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କୁମ୍ଭ – କେତେକ ବିଶେଷ ସମସ୍ୟାର ବୋଝ କମିବ । ସଜ୍ଜନ ସଂପର୍କରୁ ସତ ପରାମର୍ଶ ପାଇବେ । ରାଜକୀୟ କାର୍ଯ୍ୟରେ ମର୍ଯ୍ୟାଦାଜନକ ସ୍ଥିତି, ପରମାର୍ଥ ଅନୁଚିନ୍ତନ , କୁଟୁମ୍ବ ସୁଖ, ଆଥିିକ ଉନ୍ନତି, ରାଜନୀତିରେ ଲୋକ ସଂପର୍କରେ ବୃଦ୍ଧି ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଅନ୍ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗହିଣୀ- ସଦିଚ୍ଛା ଭାବ ରହିବ ।
ମୀନ – ରକ୍ତ ପ୍ରଦୂଷଣ ସମସ୍ୟା କିମ୍ବା ଉଦରପୀଡାର ସମ୍ଭାବନା ଅଧିକ ଅଛି । ଅର୍ଥ ପାଇଁ ଅନର୍ଥ ଆସିପାରେ । ରାଜନୀତିରେ ଉଚ୍ଚ ପଦାଧିକାରୀଙ୍କ ସହିତ ମଧୁର ସଂପର୍କ ରହିବ । ଶୁଭ ରଙ୍ଗ ଧଳା । ଶୁୃଭ ଅଙ୍କ ୯ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।